ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ହଟିବା ପଛରେ କାରଣ? ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍। ଏହା ଉପରେ ଗୁଗୁଲ କହିଛି ଯେ, ସେ କାହାକୁ ବି ଗ୍ୟାମ୍ଭଲିଂ ଆପ...
ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍। ଏହା ଉପରେ ଗୁଗୁଲ କହିଛି ଯେ, ସେ କାହାକୁ ବି ଗ୍ୟାମ୍ଭଲିଂ ଆପର ସମର୍ଥନ କରିବ ନାହିଁ। ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ୍ଚ କରିବାରେ ଦେଖିପାରିବେ ନାହିଁ। ଫଳରେ ପୂର୍ବରୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଇନଷ୍ଟଲଡ୍ ହୋଇଥିବା ଆପ୍ କାମ କରୁଛି।
ପେଟିଏମ୍ ପେମେଣ୍ଟ ଆପ୍ ବ୍ୟତୀତ କମ୍ପାନୀର ଅନ୍ୟ ଆପ୍ସ- Paytm for business, Paytm money, Paytm mall ଆଦି Google Play Store ରେ ଏବେ ବି ଉପଲବ୍ଧ ରହିଛି।


No comments