Page Nav

HIDE

Grid

GRID_STYLE

Classic Header

Breaking News:

latest

IPL ୨୦୨୦: ୩୯ ବର୍ଷୀୟ ,୨ ଖେଳାଳି ମାରୁଛନ୍ତି ଆତସବାଜି ଛକା?

IPL ୨୦୨୦: ୩୯ ବର୍ଷୀୟ ,୨ ଖେଳାଳି ମାରୁଛନ୍ତି ଆତସବାଜି ଛକା?  ଆଉ ୬ ଦିନ ପରରେ ଆରମ୍ଭ ହେବ ଆଇପିଏଲ୍‌ ମହାକୁମ୍ଭ ୨୦୨୦। ଏଥିପାଇଁ ଦୁବାଇରେ ସମସ୍ତ ଦଳ ଜୋରଦାର ଅଭ୍ୟାସ...

IPL ୨୦୨୦: ୩୯ ବର୍ଷୀୟ ,୨ ଖେଳାଳି ମାରୁଛନ୍ତି ଆତସବାଜି ଛକା? 
ଆଉ ୬ ଦିନ ପରରେ ଆରମ୍ଭ ହେବ ଆଇପିଏଲ୍‌ ମହାକୁମ୍ଭ ୨୦୨୦। ଏଥିପାଇଁ ଦୁବାଇରେ ସମସ୍ତ ଦଳ ଜୋରଦାର ଅଭ୍ୟାସ୍‌ ଜାରି ରଖିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ଦଳ ଆଇପିଏଲର ସବୁଠୁ ଅନୁଭବୀ ଦଳ ଭାବେ ବେଶ ଜଣାଶୁଣା। ଦଳରେ ଏପରରିକି ଷ୍ଟାର ଖେଳାନ୍ତି ଅଛନ୍ତି ଯେଉଁ ମାନଙ୍କ ବୟସ ୪୦ ପାଖାପାଖୀ। ହେଲେ ସଟ୍‌ ଦେଖିଲେ ହେବେ କାବା।

ସିଏସକେର ୨ ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନି ଓ ଓ୍ବାଟଶନ୍‌ଙ୍କ ବୟସ ୩୯। ହେଲେ ଏବେ ୨ ଖେଳାଳି ବ୍ୟାଟିଂ ବଳରେ ବୋଲରଙ୍କ ମନରେ ଛନକା ସୃଷ୍ଟି କରୁଛନ୍ତି। ସିଏସ୍‌କେ ପକ୍ଷରୁ ଏକ ଭିଡିଓ ସୋଶିଆଲ ମିଡିଆରେ ସେୟାର କରାଯାଇଛି। ଯେଉଁଥିରେ ୨ ଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ଧୋନି ଓ ଓ୍ବାଟସନ୍‌ ୬କାର ବର୍ଷା କରାଯାଉଥିବା ଦେଖିବାକୁ ମିଳିଛି।


No comments