କୌନ ବନେଗା କରୋଡପତି(KBC) ପୁଣିଥେର ଥରେ ଆରମ୍ଭ ହୋଇଯାଇଛି। ଲୋକପ୍ରିୟ ରିୟଲିଟି ସୋ’ କୌନ ବନେଗା କରୋଡପତି(କେବିସି)ର ନୂଆ ସିଜନର ସୁଟିଂ ଆରମ୍ଭ ହୋଇଯାଇଛି । ବିଗ୍ ବ...
ଲୋକପ୍ରିୟ ରିୟଲିଟି ସୋ’ କୌନ ବନେଗା କରୋଡପତି(କେବିସି)ର ନୂଆ ସିଜନର ସୁଟିଂ ଆରମ୍ଭ ହୋଇଯାଇଛି । ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଯୋଗେ ଏନେଇ ଅପଡେଟ୍ ପ୍ରଦାନ କରୁଛନ୍ତି । ଚଳିତ ଥର କେବିସିର ସ୍ୱତନ୍ତ୍ର କରମ୍ବୀର ଏପିସୋଡ ସୁଟିଂ ହୋଇଥିବା ଅମିତାଭ ଜଣାଇଛନ୍ତି ।
ଦର୍ଶକଙ୍କ ମନ ଜିତିବା ପାଇଁ ଚଳିତଥର କେବିସି କିଛି ନୂଆ କରିବାକୁ ଚେଷ୍ଟା କରିଥିବା ଅମିତାଭ କହିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଅନ୍ୟମାନଙ୍କର କେଉଁଭଳି ଉପକାର ହୋଇପାରିବ ତାହା ଚିନ୍ତା କରାଯାଇଥିବା ସେ କହିଛନ୍ତି । ଆସନ୍ତା ଅକ୍ଟୋବର ମାସରୁ କେବିସିର ଏହି ନୂଆ ସିଜନର ଟିଭିରେ ପ୍ରସାରଣ ହୋଇପାରେ ।


No comments