Page Nav

HIDE

Grid

GRID_STYLE

Classic Header

Breaking News:

latest

ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ ଚାଲିବ। ଏହି ଚାରି ଦିନିଆ ସପିଙ୍ଗ୍‌ ଉତ୍ସବରେ ଗ୍ରାହକମାନେ ଫେସନ, ହୋମ୍ ଫର୍ଣ୍ଣିସିଂ, ଇଲେକ୍ଟ୍ରୋ...

ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ ଚାଲିବ।



ଏହି ଚାରି ଦିନିଆ ସପିଙ୍ଗ୍‌ ଉତ୍ସବରେ ଗ୍ରାହକମାନେ ଫେସନ, ହୋମ୍ ଫର୍ଣ୍ଣିସିଂ, ଇଲେକ୍ଟ୍ରୋନିକ୍, କିଚେନ୍‌ଓୟାର, ଲଗେଜ୍ ଓ ଅନ୍ୟାନ୍ୟ ଉତ୍ପାଦ ଉପରେ ଆକର୍ଷଣୀୟ ରିହାତି, ଡିଲ୍‌ ଓ ଅଫର ପାଇପାରିବେ। ପୁରୁଷ, ମହିଳା ଓ ଶିଶୁଙ୍କ ପୋଷାକ ବର୍ଗରେ ବାଏ ୧ ଗେଟ୍‌ ୧ ଫ୍ରି ଅଫର ମିଳିବ।

ହୋମ୍ ଫେସନ୍ ଉତ୍ପାଦ ଯଥା ବେଡ୍‌ସିଟ୍, ବାଥ୍‌ ଡେକର୍‌, ଟାୱେଲ୍‌ ଓ ପରଦା ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ କିଚେନ୍‌ଓୟାରଓ ଡିନର୍‌ ସେଟ୍ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା କରାଯାଇଛି। ଗ୍ରାହକମାନେ shop.bigbazar.com ମାଧ୍ୟମରେ ଅନ୍‌ଲାଇନ୍‌ ସପିଙ୍ଗ୍‌ ମଧ୍ୟ କରିପାରିବେ।

No comments