Page Nav

HIDE

Grid

GRID_STYLE

Classic Header

Breaking News:

latest

ଦିଲ୍ଲୀ ରେ କୋରୋନା ରେ ୬.୧୬୩ ଲୋକ ମାନଙ୍କର ଜୀବନ ଯାଇଛି ହଠାତ କି ବଢିଛି କେସ।   ଦିଲ୍ଲୀରେ ହଠାତ ହୋଇ ପଜେଟିଭି ହୁ ହୁ ହୋଇ ବଢିବାର ଲାଗିଛି । ଗୁରୁବାର ଦିନ ୩.୯୦୦ ...

ଦିଲ୍ଲୀ ରେ କୋରୋନା ରେ ୬.୧୬୩ ଲୋକ ମାନଙ୍କର ଜୀବନ ଯାଇଛି ହଠାତ କି ବଢିଛି କେସ।


 
ଦିଲ୍ଲୀରେ ହଠାତ ହୋଇ ପଜେଟିଭି ହୁ ହୁ ହୋଇ ବଢିବାର ଲାଗିଛି । ଗୁରୁବାର ଦିନ ୩.୯୦୦ ପଜେଟିଭି ବାଡିଯାଇଛି ସବୁ ମିସିକି ଦିଲ୍ଲୀ ରେ କରୋନା ରୋଗୀ ସଂଖ୍ୟା ୩.୪୪ ଲକ୍ଷ୍ୟ। ଦିଲ୍ଲୀ ସରକାର ଙ୍କର ନିର୍ଦେଶ ଅନୁସାରେ ଗୁରୁବାର ଦିନ ୩.୯୦୦ ପଜେଟିଭି ବାହାରିଛି ଏବଂ ୨୪ ଘଣ୍ଟା ରେ ୩୫ ଲୋକ ମାନଙ୍କର ଜୀବନ ଜାଇଥିବାର ଜଣା ପଡ଼ିଛି। ସବୁ ପିଜେଟିଭି ମାନଙ୍କର ମୃତ୍ୟୁ ସଂଖ୍ୟା ୨୭୨୭ ରେ ପହଁଚିଛି।

ଏବେ ସୁଦ୍ଧା ଦିଲ୍ଲୀ ରେ କରୋନା ମହାମାରୀ ରେ ଠିକ ହୋଇଛନ୍ତି ୩.୧୨.୯୧୮ ଜଣ।

No comments