ଦକ୍ଷିଣଦିଲ୍ଲୀର ଶାହାପୁରଜାଟ୍ସ୍ଥିତ ଉତ୍କଳ ଦୂର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜାର ଆୟୋଜନ କରାଯିବ। ସପ୍ତାହ ବ୍ୟାପି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ...
ସପ୍ତାହ ବ୍ୟାପି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆମାନଙ୍କର ପ୍ରବଳ ଜନସମାଗମ ହୋଇଥାଏ। କରୋନା କଟକଣା ଯୋଗୁଁ ଏଥର କଳସ ଯାତ୍ରାକୁ ବନ୍ଦ କରାଯିବା ସହିତ ନିରାଡ଼ମ୍ବରପୂର୍ଣ୍ଣ ଭାବେ ମା’ଙ୍କ ପୂଜା ସମ୍ପନ୍ନ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି।
ଦୂର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜାର ଆୟୋଜନ କରାଯିବ। ତେବେ, କରୋନା କଟକଣାକୁ ଦୃଷ୍ଟିରେ ରଖି ପରମ୍ପରା ଓ ବିଧିରକ୍ଷା ପୂର୍ବକ ଏହି ପୂଜାର ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।


No comments