Page Nav

HIDE

Grid

GRID_STYLE

Classic Header

Breaking News:

latest

ରେଳ ଷ୍ଟେସନରେ ରନ୍ଧା ଖାଦ୍ୟ ବିକ୍ରି କରିବା ଲାଗି କ୍ୟାଟରିଂ ଓ ଭେଣ୍ଡିଂ ୟୁନିଟ୍‌ଗୁଡ଼ିକୁ ଆଇଆର୍‌ସିଟିସି ଅନୁମତି ପ୍ରଦାନ କରିଛି। ଆହାର କେନ୍ଦ୍ର, ସେଲ୍‌ କିଚେନ୍ ଓ ର...

ରେଳ ଷ୍ଟେସନରେ ରନ୍ଧା ଖାଦ୍ୟ ବିକ୍ରି କରିବା ଲାଗି କ୍ୟାଟରିଂ ଓ ଭେଣ୍ଡିଂ ୟୁନିଟ୍‌ଗୁଡ଼ିକୁ ଆଇଆର୍‌ସିଟିସି ଅନୁମତି ପ୍ରଦାନ କରିଛି।




ଆହାର କେନ୍ଦ୍ର, ସେଲ୍‌ କିଚେନ୍ ଓ ରିଫ୍ରେସ୍‌ମେଣ୍ଟ୍‌ ରୁମ୍‌ଗୁଡ଼ିକରେ କେବଳ ବାହାରକୁ ନେବା ଲାଗି ରନ୍ଧା ଖାଦ୍ୟ ଉପଲବ୍ଧ ହେବ। କୌଣସି ୟୁନିଟ୍‌ରେ ଯାତ୍ରୀଙ୍କୁ ବସାଇ ଖାଇବାକୁ ଦିଆଯାଇପାରିବ ନାହିଁ। ଆଇଆର୍‌ସିଟିସି ପକ୍ଷରୁ ଏନେଇ ‌ଗତ ସେପ୍ଟେମ୍ବର ୩୦ରେ ଏକ ନିର୍ଦେଶନାମା ଜାରି କରାଯାଇଛି। ଏହି ୟୁନିଟ୍‌ଗୁଡ଼ିକ ପୂର୍ବରୁ କେବଳ ପ୍ୟାକେଟ୍‌ରେ ଭର୍ତି ଥିବା ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିଲେ। ଲକ୍‌ଡାଉନ୍ ସମୟରେ ‌ଷ୍ଟେସନଗୁଡ଼ିକରେ ଥିବା ଷ୍ଟଲ୍‌ଗୁଡ଼ିକ ବନ୍ଦ ରହିଥିଲା।

No comments