Page Nav

HIDE

Grid

GRID_STYLE

Classic Header

Breaking News:

latest

କିଛି ଦିନ ରେ ଓଡ଼ିଶା ରୁ କରୋନା ସଂକ୍ରମଣ ୨ ହଜାର ତଳକୁ ଖସିଲା । ଅଗଷ୍ଟ ୧୩ତାରିଖରେ ଶେଷ ଥର ଲାଗି ରାଜ୍ୟରେ କରୋନା ସଂକ୍ରମଣ ୨ହଜାର ତଳେ ରହିଥିଲା। ଲଗାତାର ୬୫ ଦିନ ...

କିଛି ଦିନ ରେ ଓଡ଼ିଶା ରୁ କରୋନା ସଂକ୍ରମଣ ୨ ହଜାର ତଳକୁ ଖସିଲା ।



ଅଗଷ୍ଟ ୧୩ତାରିଖରେ ଶେଷ ଥର ଲାଗି ରାଜ୍ୟରେ କରୋନା ସଂକ୍ରମଣ ୨ହଜାର ତଳେ ରହିଥିଲା। ଲଗାତାର ୬୫ ଦିନ ଧରି ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ସେପ୍ଟେମ୍ବରରେ ଗୋଟିଏ ଦିନରେ ୪ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଅକ୍ଟୋବର ମାସରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାକୁ ଆରମ୍ଭ କରିଛି। 

ଏଥିରେ କଟକ ଓ ଭୁବନେଶ୍ବରରୁ ସର୍ବାଧିକ ୩ଜଣ ଲେଖାଏଁ, ଝାରସୁଗୁଡ଼ା, ବଲାଙ୍ଗୀର ଓ ସୋନପୁରରୁ ୨ଜଣ ଲେଖାଏଁ, ବୌଦ୍ଧ, ବରଗଡ଼, ମୟୂରଭଞ୍ଜ, ନୂଆପଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଛି। କଟକରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଗଞ୍ଜାମ ୨୨୫, ଖୋର୍ଧା ୧୯୮, ପୁରୀ ୭୫, ବାଲେଶ୍ବର ୬୨, ସୁନ୍ଦରଗଡ଼ ୫୫, ମୟୂରଭଞ୍ଜ ଓ ରାୟଗଡ଼ା ୪୦ ଲେଖାଏଁ, ନୟାଗଡ଼ରେ ୩୭ ଜଣ ପ୍ରାଣ ହରାଇଛନ୍ତି।

No comments