Page Nav

HIDE

Grid

GRID_STYLE

Classic Header

Breaking News:

latest

୧୭ରେ ପୁଣି ଲଘୁଚାପ ର ସମ୍ଭାବନା ରହିଛି ଓଡ଼ିଶାରେ।

୧୭ରେ ପୁଣି ଲଘୁଚାପ ର ସମ୍ଭାବନା ରହିଛି ଓଡ଼ିଶାରେ।  ମଗଂଳବାବ ମଧ୍ୟାହ୍ନବେଳେ ଅବପାତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବିଶାଖାପାଟଣା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ...

୧୭ରେ ପୁଣି ଲଘୁଚାପ ର ସମ୍ଭାବନା ରହିଛି ଓଡ଼ିଶାରେ। 
ମଗଂଳବାବ ମଧ୍ୟାହ୍ନବେଳେ ଅବପାତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବିଶାଖାପାଟଣା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୨୫୦ କିମି ଦୂରରେ ଥିଲା । ଘଣ୍ଟାକୁ ୬ କିମି ବେଗରେ ଆଗକୁ ବଢ଼ୁଥିଲା। ଅନୁମାନ କରାଯାଉଛି, ସୋମବାର ବିଳମ୍ବିତ ରାତିରେ ଏହା ଭୀଷଣ ଅବପାତରେ ପରିଣତ ହେବ । ମଙ୍ଗଳବାର ସକାଳେ ଆନ୍ଧ୍ରର କାକିନାଡ଼ା ପାଖରେ ଉପକୂଳ ଛୁଇଁବ। 

ଆସନ୍ତା ୧୪ ତାରିଖରେ ଗଞ୍ଜାମ,ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ମଧ୍ୟମରୁ ଭାରି ବର୍ଷା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା, କଟକ, ଯାଜପୁର, କେନ୍ଦୁଝର, ଭଦ୍ରକ ଓ ଗଜପତିରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆସନ୍ତା ୧୪ ତାରିଖରେ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୧୫ ଓ ୧୬ରେ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ।

No comments