Page Nav

HIDE

Grid

GRID_STYLE

Classic Header

Breaking News:

latest

ଟ୍ରମ୍ପଙ୍କ ପାଇଁ ଗତ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ହୃଦ୍‌ ସମସ୍ୟା ରହିଛି। ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ଘାତ ନି...

ଟ୍ରମ୍ପଙ୍କ ପାଇଁ ଗତ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।



ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ହୃଦ୍‌ ସମସ୍ୟା ରହିଛି। ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ଘାତ ନିରାକରଣ ପାଇଁ ସେ ଏକ ଔଷଧ ଖାଊଛନ୍ତି। ୨୪୪ ପାଉଣ୍ଡ୍‌ ସହ ଟ୍ରମ୍ପ୍‌ଙ୍କ ଓଜନ ମୋଟାପଣର ସୀମାରେଖା ଅତିକ୍ରମ କରିଯାଇଛି। ଏହିସବୁ କାରଣ ପାଇଁ ଟ୍ରମ୍ପ୍‌ ଅତି ବିପଦରେ ରହିଛନ୍ତି ବୋଲି କୁହାଯାଉଥିବା ବେଳେ ଟ୍ରମ୍ପ ଭିଡିଓ ଜାରି କରି ଏହି କଥାକୁ ଖଣ୍ଡନ କରିଛନ୍ତି।

ଟୁଇଟ କରି ସେ ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ବହୁତ ଭଲ ଅନୁଭବ କରୁଛି | ମୋତେ ଠିକ୍ କରିବା ପାଇଁ ଆମର ପୂରା ଟିମ୍ କଠିନ ପରିଶ୍ରମ କରୁଛି | ମୋତେ ଫେରିବାକୁ ପଡ଼ିବ କାରଣ ଆମକୁ ପୁଣିଥରେ ଆମେରିକାକୁ ମହାନ କରିବାର ଅଛି। ତାଙ୍କର ଏଭଳି ଟୁଇଟ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଚର୍ଚ୍ଚାର ଅବସାନ ଘଟିଛି।

No comments