Page Nav

HIDE

Grid

GRID_STYLE

Classic Header

Breaking News:

latest

ସିଜନ ଆରମ୍ଭରୁ ଡ୍ୱେନ ବ୍ରାଭୋ ଫିଟ୍‌ ନଥିଲେ ।

ସିଜନ ଆରମ୍ଭରୁ ଡ୍ୱେନ ବ୍ରାଭୋ ଫିଟ୍‌ ନଥିଲେ । ମଝିରେ ୬ଟି ମ୍ୟାଚ୍‌ ଖେଳିଥିଲେ । ପୁଣି ସେ ଗତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ( ଗତ ୧୭ ତାରିଖ) ମ୍ୟାଚ୍‌ରେ ଆହତ ହୋଇଥି...

ସିଜନ ଆରମ୍ଭରୁ ଡ୍ୱେନ ବ୍ରାଭୋ ଫିଟ୍‌ ନଥିଲେ ।
ମଝିରେ ୬ଟି ମ୍ୟାଚ୍‌ ଖେଳିଥିଲେ । ପୁଣି ସେ ଗତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ( ଗତ ୧୭ ତାରିଖ) ମ୍ୟାଚ୍‌ରେ ଆହତ ହୋଇଥିଲେ । ଫଳରେ ସେ ସଂପୂର୍ଣ୍ଣ ୪ ଓଭର ବୋଲିଂ କରି ପାରି ନଥିଲେ । ତାଙ୍କ ଆହତ ଜନିତ ସମସ୍ୟା ଜଟିଳ ରହିଛି । ତେଣୁ ଚଳିତ ଆଇପିଏଲରୁ ସେ ସଂପୂର୍ଣ୍ଣ ବାଦ ପଡ଼ିଛନ୍ତି । ଏ ବିଷୟରେ ଚେନ୍ନାଇ ସୁପର କିଙ୍ଗ୍‌ସର ସିଇଓ କାଶୀ ବିଶ୍ୱନାଥନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆହତ ହୋଇଥିବାରୁ ବ୍ରାଭୋ ଚଳିତ ସିଜନରୁ ବାଦ ପଡ଼ିଛନ୍ତି । ସେ ସୁସ୍ଥ ହେବାକୁ ୨ରୁ ୩ ସପ୍ତାହ ଲାଗିପାରେ ।’ ବ୍ରାଭୋଙ୍କ ତଳିପେଟ ଓ ଜଙ୍ଘ ମଧ୍ୟସ୍ଥ ସ୍ଥାନରେ ଆଘାତ ଲାଗିଛି ।

No comments