Page Nav

HIDE

Grid

GRID_STYLE

Classic Header

Breaking News:

latest

ବିଶ୍ବରେ କରୋନା ସଂକ୍ରମଣ ମାମଲା ଆଜି ୪ କୋଟି ଟପିଯାଇଛି। ବିଶ୍ବରେ ମୋଟ୍‌ ୪ କୋଟି ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେ‌ଲେଣି। ଅନ୍ୟପକ୍ଷେ ୧୧ ଲ...

ବିଶ୍ବରେ କରୋନା ସଂକ୍ରମଣ ମାମଲା ଆଜି ୪ କୋଟି ଟପିଯାଇଛି।



ବିଶ୍ବରେ ମୋଟ୍‌ ୪ କୋଟି ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେ‌ଲେଣି। ଅନ୍ୟପକ୍ଷେ ୧୧ ଲକ୍ଷ ୧୯ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଲେଣି। ‌ତେବେ ଭିନ୍ନ ଦେଶରେ ଟେଷ୍ଟିଂ ଭିନ୍ନ ରହୁଥିବାରୁ ସଂକ୍ରମଣ ମାମଲା ଆହୁରି ଅଧିକ ଥିବ ବୋଲି କୁହାଯାଉଛି। କିଛି ସ୍ଥାନରେ ସରକାର ମଧ୍ୟ ବାସ୍ତବ ତଥ୍ୟ ଲୁଚାଉଛନ୍ତି। ଆମେରିକା,ଭାରତ ଏବଂ ବ୍ରାଜିଲ୍‌ରେ ସଂକ୍ରମଣ ଅଧିକ ରହିଛି। ଗତ କିଛି ସପ୍ତାହ ମଧ୍ୟରେ ୟୁରୋପ୍‌ରେ ସଂକ୍ରମଣ ମଧ୍ୟ ହଠାତ୍‌ ବଢ଼ିଯାଇଛି। 

No comments