Page Nav

HIDE

Grid

GRID_STYLE

Classic Header

Breaking News:

latest

ସାରା ବିଶ୍ବରେ କେବଳ ଫେସବୁକ୍ଓ  ହ୍ବାଟସ୍‌ଆପ୍ ପ୍ରତିଦିନ ଲୋକମାନେ ୫୦୦ କୋଟିରୁ ଅଧିକ ଥର ବିଭିନ୍ନ ପ୍ରକାର ଇମୋଜି ବ୍ୟବହାର କରୁଛନ୍ତି। ଜୀବନର ପ୍ରତିଟି ରଙ୍ଗ କିମ...

ସାରା ବିଶ୍ବରେ କେବଳ ଫେସବୁକ୍ଓ  ହ୍ବାଟସ୍‌ଆପ୍ ପ୍ରତିଦିନ ଲୋକମାନେ ୫୦୦ କୋଟିରୁ ଅଧିକ ଥର ବିଭିନ୍ନ ପ୍ରକାର ଇମୋଜି ବ୍ୟବହାର କରୁଛନ୍ତି।



ଜୀବନର ପ୍ରତିଟି ରଙ୍ଗ କିମ୍ବା ଭାବ ଯଥା ସୁଖ, ଦୁଃଖ, ହସ, ଖୁସି ଆଦି ସବୁ କିଛିକୁ ଇମୋଜି ଜରିଆରେ ପ୍ରକାଶ କରିହେଉଛି। ୧୯୯୫ ପରଠାରୁ ଇମୋଜି ବ୍ୟବହାର ଆରମ୍ଭ ହୋଇଥିବା କୁହାଯାଉଛି। ସେହି ବର୍ଷ ମାତ୍ର ୭୬ ପ୍ରକାରର ଇମୋଜି ରହିଥିଲା। ୨୦୨୦ ସୁଦ୍ଧା ଇମୋଜି ସଂଖ୍ୟା ୩,୧୩୬କୁ ବୃଦ୍ଧି ପାଇଛି। ୨୦୨୧ରେ ସେହି ସଂଖ୍ୟା ୩,୩୫୩ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଇମୋଜି ହେବାକୁ କ’ଣ ଯୋଗ୍ୟ ଓ ‌କ’ଣ ଅଯୋାଗ୍ୟ ସେହି ନିଷ୍ପତ୍ତି ଏହି ସଂସ୍ଥା ନେଉଛି। ଇମୋଜି ଯେଭଳି ବିଭିନ୍ନ ପ୍ଲାଟଫର୍ମରେ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିବ ସେଥିପାଇଁ ଏହି ସଂସ୍ଥା ଦୃଢ଼ ମାନଦଣ୍ଡ ଧାର୍ଯ୍ୟ କରିଛି। କେତେ ପ୍ରକା‌ରର ଇମୋଜି ଦୁନିଆରେ ସକ୍ରିୟ ରହିଛି ତାହା ଏହି ସଂସ୍ଥାର ୱେବସାଇଟ୍‌ରୁ ଜାଣିହେବ।

No comments