୩୦% କମିସନ ଲାଗୁ କରିବା ଲାଗି ଗୁଗୁଲ୍ ଯେଉଁ ନିଷ୍ପତ୍ତି ନେଇଥିଲା ତାହାକୁ ଆଜି ବଦଳାଇଛି। କମିସନ ଅସୁଲ କରିବାର ସମୟ ସୀମାକୁ ଗୁଗୁଲ୍ ଆଉ ଛଅ ମାସ ଘୁଞ୍ଚାଇ ଦେଇଛି। ୨୦୨...
କମିସନ ଅସୁଲ କରିବାର ସମୟ ସୀମାକୁ ଗୁଗୁଲ୍ ଆଉ ଛଅ ମାସ ଘୁଞ୍ଚାଇ ଦେଇଛି। ୨୦୨୨ ମାର୍ଚ୍ଚ ୩୧ରୁ ଏହି ନିଷ୍ପତ୍ତି ଲାଗୁ କରାଯିବ ବୋଲି କଂପାନି ଜଣାଇଛି। ଆସନ୍ତାବର୍ଷ ସେପ୍ଟେମ୍ବରରୁ ଏହି ନିୟମ ଲାଗୁ କରିବାକୁ ଗୁଗୁଲ୍ ଚାହୁଥିଲା। ମାତ୍ର ପେଟିଏମ୍, ସେୟାରଚାଟ୍, ଫୋନ୍ପେ ଭଳି ୨୫ଟି ଷ୍ଟାର୍ଟଅପ୍ ସଂସ୍ଥାର ପ୍ରତିଷ୍ଠାତା ଓ ମୁଖ୍ୟମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ହସ୍ତକ୍ଷେପ ଲୋଡ଼ିଥିଲେ।


No comments